ଅପୁଷ୍ଟତା Apushṭatā
- ସଂ. ବି — ଅର୍ଥଦୋଷବିଶେଷ — A defect in composition when the word does not promote or support the sense
- ସଂ. ବି — [ମୁଖ୍ୟାର୍ଥର ଅନୁପଯୋଗୀ କୌଣସି ଶବ୍ଦ ପ୍ରୟୋଗ କଲେ ଅପୁଷ୍ଟତା ଦୋଷ ହୁଏ]
- ସଂ. ବି — ଯଥା—ଅସ୍ତ ହେଲେ ରବି ଗ୍ରହରାଜ ଦିନମଣି, ତାରାମୟ ହାର ପିନ୍ଧି ଆସିଲା ରଜନୀ। କୁଳମଣି, ଅଳଙ୍କାର ତରଙ୍ଗିଣୀ।