ଅପିହିତ Apihita

  • ସଂ. ବିଣ. (ଅପି+ଧା ଧାତୁ+କର୍ମ. ତ) — ଆଚ୍ଛାଦିତ; ଘୋଡ଼ିଆ ହୋଇ ଥିବା — Covered
  • ସଂ. ବିଣ. (ଅପି+ଧା ଧାତୁ+କର୍ମ. ତ) — ତିରୋହିତ — Vanished; disappeared