ଅପିଲଫଇସଲା Apilphaisalā

  • ବୈଦେ. ବି. (କଚିରିଆ; ଇଂ. ଆପ୍ପୀଲ୍+ଫା. ଫୟସଲା) — ଅପିଲ ଅଦାଲତଙ୍କ ବିଚାର ମୀମାଂସାର ବିଷୟ— ମାନଙ୍କର ବିଷଦ ବର୍ଣ୍ଣନ ବା ଲେଖ୍ୟ — Decree of the appellate court