ଅପିଲଫଇସଲ୍ Apilphaisal

  • ବୈଦେ. ବି. (କଚିରିଆ; ଇଂ. ଆପ୍ପୀଲ୍+ଫା. ଫୟସଲ୍) — ଦାଏର୍ ହୋଇଥିବା ଅପିଲ ମକଦ୍ଦମାର ବିଚାର ପରେ ଶେଷ ମୀମାଂସା — Disposal of an appeal