ଅପିଲଦାଏର୍ Apildaer

  • ବୈଦେ. ବି. (କଚିରିଆ; ଇଂ. ଆପ୍ପୀଲ୍+ଫା. ଦାୟେର୍) — ନିମ୍ନ ଅଦାଲତଙ୍କ ବିଚାର ବିରୁଦ୍ଧରେ ଉପରିସ୍ଥ ଅଦାଲତରେ ଅପିଲ ଉଜୁହାତର ଦାଖଲ — Filing of an appeal