ଅପାମ୍ପତି Apāmpati

  • ସଂ. ବି. (ଅଲୁକ୍ ସମାସ୍; ସଂ. ଅପାମ୍—ଜଳରାଶିର+ପତି) — ସରିତ୍ପତି; ସରିତାଂପତି; ସାଗର; ସମୁଦ୍ର — The sea; ocean
  • ସଂ. ବି. (ଅଲୁକ୍ ସମାସ୍; ସଂ. ଅପାମ୍—ଜଳରାଶିର+ପତି) — ବରୁଣ ଦେବତା— — The God of the ocean; Baruna