ଅପାମାର୍ଗ Apāmārga
- ସଂ. ବି (ଅପ+ଆ+ମୃଜ ଧାତୁ=ମାର୍ଜନ ବା ପରିଷ୍କାର କରିବା+କରଣ. ଅ; ଏହାର କ୍ଷାର ଦ୍ୱାରା ପୂର୍ବେ ଲୁଗା ସଫା କରାଯାଉଥିବାରୁ ଏହାର ନାମ) — ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ; (ଏହାର ଫୁଲରେ ଗୁଡ଼ିଏ ମୁନିଆଁ କଣ୍ଟା ଥାଏ ଏ କଣ୍ଟାମାନ ଲୁଗାରେ ଲାଗିଯାଏ। ଏହାର ଭସ୍ମ ଔଷଧରେ ଲାଗେ। ଏହାର ଦାନ୍ତକାଠି ଘସିଲେ ବାତରୋଗ ଭଲହୁଏ; ଏ ଗୁଳ୍ମ ଉଚ୍ଚରେ 3 ଫୁଟ ବଢ଼େ) — ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ; (ଏହାର ଫୁଲରେ ଗୁଡ଼ିଏ ମୁନିଆଁ କଣ୍ଟା ଥାଏ ଏ କଣ୍ଟାମାନ ଲୁଗାରେ ଲାଗିଯାଏ ଏହାର ଭସ୍ମ ଔଷଧରେ ଲାଗେ ଏହାର ଦାନ୍ତକାଠି ଘସିଲେ ବାତରୋଗ ଭଲହୁଏ; ଏ ଗୁଳ୍ମ ଉଚ୍ଚରେ3ଫୁଟ ବଢ଼େ)— A herbarious plant; Achyranthus aspera; the prickly chafflower