ଅପାବୃତ୍ତ Apābṛutta

  • ସଂ. ବିଣ. ପୁଂ. (ଅପ+ଆ+ବୃତ+କର୍ତ୍ତୃ. ତ) — ପ୍ରତ୍ୟାବୃତ୍ତ — Returned
  • ସଂ. ବିଣ. ପୁଂ. (ଅପ+ଆ+ବୃତ+କର୍ତ୍ତୃ. ତ) — ପଛକୁ ଲେଉଟି ଆସୁଥିବା — Retreating
  • ସଂ. ବିଣ. ପୁଂ. (ଅପ+ଆ+ବୃତ+କର୍ତ୍ତୃ. ତ) — ଭୂମିରେ ଲୁଣ୍ଠିତ — Rolling on the ground