ଅପାତ୍ର Apātra
- ସଂ. ବି. (ଅ+ପାତ୍ର) — ଅଯୋଗ୍ୟ ପାତ୍ର ବା ବ୍ୟକ୍ତି — An undeserving or unfit person
- ସଂ. ବି. (ଅ+ପାତ୍ର) — ଦାନ ବା ଅନୁଗ୍ରହର ଅଯୋଗ୍ୟ ଲୋକ — A person not deserving a gift or favour; undeserving receipient
- ସଂ. ବି. (ଅ+ପାତ୍ର) — ଅସତ୍ ଲୋକ — Bad person
- ସଂ. ବି. (ଅ+ପାତ୍ର) — ନିକୃଷ୍ଟ ପାତ୍ର — An inferior receptacle
- ସଂ. ବିଣ — ଅଯୋଗ୍ୟ — Unfit; undeserving