ଅପାଙ୍ଗ ଦର୍ଶନ Apāṅga darṡana

  • ସଂ. ବି( 3 ୟା ତତ୍) — କଣେଇ କରି ଚାହିଁବା; କଟାକ୍ଷ; ବାଙ୍କଚାହାଣୀ — Side glance; furtive glance
  • ସଂ. ବି( 3 ୟା ତତ୍) — ଭ୍ରୂକୁଟି — Scowling