ଅପାଉତି Apāuti
- ଗ୍ରା. ପଦ୍ୟ. ବିଣ. (ସଂ. ଅପ୍ରାପ୍ତ) — ଅପହଞ୍ଚ (ଦେଖ) — Apahan̄cha (See)
- ଗ୍ରା. ପଦ୍ୟ. ବିଣ. (ସଂ. ଅପ୍ରାପ୍ତ) — ଦୁଇ ସେନାଯାକ ସେ କାଣ୍ଡ ଅପାଉତି / ସ୍ଥାନେ ରହି ଦେଖିଲେ ଯୁଦ୍ଧେ ଦେଇ ମତି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ଗ୍ରା. ପଦ୍ୟ. ବିଣ. (ସଂ. ଅପ୍ରାପ୍ତ) — ଅପ୍ରାପ୍ତ — Not received