ଅପାଂନିଧି Apāṁnidhi

  • ସଂ. ବି. (ଅପାଂ=ଜଳ ରାଶିର+ନିଧି=ସ୍ଥାନ; ଅଲୁକ୍ ସମାସ) — ସମୁଦ୍ର — The sea
  • ସଂ. ବି. (ଅପାଂ=ଜଳ ରାଶିର+ନିଧି=ସ୍ଥାନ; ଅଲୁକ୍ ସମାସ) — ବିଷ୍ଣୁ — Bishṇu