ଅପହସ୍ତିତ Apahastita
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ଅପହୃତ — Stolen
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ଅପସାରିତ — Removed
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ସ୍ଥାନାନ୍ତରିତ — Transferred
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ପରିତ୍ୟକ୍ତ — Abandoned
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ହସ୍ତବର୍ହିଭୂତ — Out of the hands
- ସଂ. ବିଣ. ପୁଂ (ଅପ+ହସ୍ତ+ଇତ) — ଅପହଞ୍ଚ; ହାତ ପାଇବା ସ୍ଥାନ ଅପେକ୍ଷା ଅପେକ୍ଷାକୃତ ଦୂରରେ ସ୍ଥିତ — Beyond the reach of one's hands