ଅପଶଙ୍କିତ Apaṡaṅkita

  • ସଂ. ବିଣ. (ଅପଶଙ୍କା=ଅମଙ୍ଗଳ+ଶଙ୍କା+ଇତ=ଯୁକ୍ତ) — ଆଶଙ୍କାଯୁକ୍ତ — Full of misgivings or forebodings
  • ସଂ. ବିଣ. (ଅପଶଙ୍କା=ଅମଙ୍ଗଳ+ଶଙ୍କା+ଇତ=ଯୁକ୍ତ) — ଅମଙ୍ଗଳାଶଙ୍କାଯୁକ୍ତ — Ominous; portentous