ଅପଶଙ୍କା Apaṡaṅkā

  • ସଂ. ବି. ସ୍ତ୍ରୀ. — ଅପଶଙ୍କର ସ୍ତ୍ରୀ ଲିଙ୍ଗ — Feminine of Apaṡaṅka
  • ସଂ. ବି. (ଅପ=ଅମଙ୍ଗଳ+ଶଙ୍କା=ଭୟ) — ଦୁଃଶଙ୍କା — Extreme fear
  • ସଂ. ବି. (ଅପ=ଅମଙ୍ଗଳ+ଶଙ୍କା=ଭୟ) — ଆଶଙ୍କା — Misgivings
  • ସଂ. ବି. (ଅପ=ଅମଙ୍ଗଳ+ଶଙ୍କା=ଭୟ) — ଅମଙ୍ଗଳାଶଙ୍କା — Portents