ଅପର୍ଣ୍ଣା Aparṇṇā
- ସଂ ବିଣ. ସ୍ତ୍ରୀ (ବହୁବ୍ରୀହି; ଅ=ଅଦ୍ଭୁତ+ପର୍ଣ୍ଣ=ପତ୍ର) — ପାର୍ବତୀ; ଦୁର୍ଗା — The Goddess Pārbatī
- ସଂ ବିଣ. ସ୍ତ୍ରୀ (ବହୁବ୍ରୀହି; ଅ=ଅଦ୍ଭୁତ+ପର୍ଣ୍ଣ=ପତ୍ର) — [ଦ୍ର—ମହାଦେବଙ୍କୁ ପତି କରି ପାଇବା ମାନସରେ ହିମାଳୟରେ କଠୋର ତପସ୍ୟା କରିବା ସମୟରେ ଗଛର ପତ୍ର ସୁଦ୍ଧା ପାର୍ବତୀ ଆହାର କରୁ ନ ଥିଲେ।]