ଅପରେଦ୍ୟୁଃ Aparedyuḥ
- ସଂ. କ୍ରି. ବିଣ. (ଅପର+ଏଦ୍ୟୁସ୍=ଦିବସାର୍ଥେ; ନିପାତନ) — 1 ଅପରଦିନ — 1ଅପରଦିନ—1. Another day
- ସଂ. କ୍ରି. ବିଣ. (ଅପର+ଏଦ୍ୟୁସ୍=ଦିବସାର୍ଥେ; ନିପାତନ) — 2 ପଅରିଦିନ — 2ପଅରିଦିନ—2. The day after tomorrow
- ସଂ. କ୍ରି. ବିଣ. (ଅପର+ଏଦ୍ୟୁସ୍=ଦିବସାର୍ଥେ; ନିପାତନ) — 3 ଅପରିଦିନ — 3ଅପରିଦିନ—3. Two days after tomorrow