ଅପରିଚିତ Aparichita

  • ସଂ. ବିଣ. ପୁଂ. (ଅ=ନୁହେ+ପରିଚିତ=ଚିହ୍ନିତ; ଜ୍ଞାତ) — ଅଜଣା; ଅଜ୍ଞାତ
  • ସଂ. ବିଣ. ପୁଂ. (ଅ=ନୁହେ+ପରିଚିତ=ଚିହ୍ନିତ; ଜ୍ଞାତ) — ପରିଚୟହୀନ — Not familiar
  • ସଂ. ବିଣ. ପୁଂ. (ଅ=ନୁହେ+ପରିଚିତ=ଚିହ୍ନିତ; ଜ୍ଞାତ) — ଯାହା ସଙ୍ଗେ ପୂର୍ବରୁ ଜଣାଶୁଣା ନାହିଁ — Unacquainted