ଅପରିଗ୍ରହ Aparigraha

  • ସଂ. ବି. (ଅ=ନୁହେ+ପରିଗ୍ରହ=ଦାନଗ୍ରହଣ) — ଦାନ ଗ୍ରହଣ ନ କରିବା; ଅସ୍ୱୀକାର — Non-acceptance of a gift; refusal
  • ସଂ. ବି. (ଅ=ନୁହେ+ପରିଗ୍ରହ=ଦାନଗ୍ରହଣ) — ପରିବ୍ରାଜକ — Traveller
  • ସଂ. ବିଣ — ଅବିବାହିତ — Unmarried
  • ସଂ. ବିଣ — ଗରିବ — Poor