ଅପରାପ୍ରକୃତି Aparāpṛakruti
- ସଂ. ବି. (ଅପରା+ପ୍ରକୃତି) — ପଞ୍ଚ ମହାଭୂତ, ବୁଦ୍ଧି, ଅହଙ୍କାର ଓ ମନ—ଏପରି ଆଠ ଗୋଟି ପଦାର୍ଥ (ବେଦାନ୍ତଦର୍ଶନ) — (Bedānta philosophy) The five primary elements of nature, Buddhi, Ahaṁkāra and Mana
- ସଂ. ବି. (ଅପରା+ପ୍ରକୃତି) — ଭୂମି, ସଲିଳ, ପବନ, ଅନଳ, ଗଗନ, ବୁଦ୍ଧି, ଅହଙ୍କାର ଆଦି ସହିତେ ମନ। ଏ ଆଠଟି ଅଟେ ମୋ ଅପରା ପ୍ରକୃତି, ଏହା ଭିନ୍ନ ଜୀବ ବୋଲାଏ ପରା ପ୍ରକୃତି—ସାରଳା ମହାଭାରତ।