ଅପଯଶ ରଖିବା

  • ଦେ. କ୍ରି — ନିନ୍ଦାଜନକ ବା ଅକୀର୍ତ୍ତିକର କାର୍ଯ୍ୟ କରି ଭବିଷ୍ୟତ ପାଇଁ ଦୁର୍ନାମ ଛାଡ଼ି ଯିବା
  • ଦେ. କ୍ରି — (ଅପଜଛ ରଖିବା, ଅପଦଛ ରଖିବା—ଗ୍ରା. ରୂପ)