ଅପବାଦ ଦଫା Apabāda daphā

  • ଦେ. ବି — ଦଣ୍ଡବିଧି ଆଇନର ଯେଉଁ ଦଫାମାନଙ୍କରେ ଅନ୍ୟ ନାମରେ ପ୍ରଘଟ କରିବା ଅପବାଦର ପ୍ରକାର ଓ ଦଣ୍ଡ ବର୍ଣ୍ଣିତ ହୋଇଅଛି — The section of the Indian Penal Code defining the nature of and punishment for the offence of defamation
  • ଦେ. ବି — [ଦ୍ର—ଭାରତୀୟ ଦଣ୍ଡବିଧି ଆଇନ — (Indian penal Code)ର499ଦଫାରେ 'ଅପବାଦ' ଅପରାଧର ସଂଜ୍ଞା ଦିଆ ଯାଇଅଛି ଏବଂ500—501—502ଦଫାମାନଙ୍କରେ ଅପବାଦର ଦଣ୍ଡ ଓ ପ୍ରକାରମାନ ମଧ୍ୟ ନିର୍ଣ୍ଣୀତ ଅଛି]