ଅପବର୍ତ୍ତନ Apabarttana

  • ସଂ. ବି. (ଅପ+ବୃତ ଧାତୁ+ଭାବ. ଅନ) — (ଗଣିତ) ସଂକ୍ଷିପ୍ତ କରଣ — (Mathematics) Reduction to the lowest term
  • ସଂ. ବି. (ଅପ+ବୃତ ଧାତୁ+ଭାବ. ଅନ) — (ଗଣିତ) କୌଣସି ଅଙ୍କକୁ କ୍ଷୁଦ୍ର ସଂଖ୍ୟାଦ୍ୱାରା ବିଭାଗ କରିବା — (Mathematics) Division of a quantity with smaller quantities
  • ସଂ. ବି. (ଅପ+ବୃତ ଧାତୁ+ଭାବ. ଅନ) — ବିଚଳନ — Transfer; removal
  • ସଂ. ବି. (ଅପ+ବୃତ ଧାତୁ+ଭାବ. ଅନ) — ପରିବର୍ତ୍ତନ — Change