ଅପନୟନ Apanayana
- ସଂ. ବି. (ଅପ+ନୀ ଧାତୁ+ଭାବ. ଅନ) — ଅପହରଣ; ଦୂରୀକରଣ — Expulsion; removal
- ସଂ. ବି. (ଅପ+ନୀ ଧାତୁ+ଭାବ. ଅନ) — ପରିତ୍ୟାଗ — Abandonment
- ସଂ. ବି. (ଅପ+ନୀ ଧାତୁ+ଭାବ. ଅନ) — ନିରାକରଣ — Obliteration
- ସଂ. ବି. (ଅପ+ନୀ ଧାତୁ+ଭାବ. ଅନ) — ପ୍ରମାର୍ଜନ — Sweeping away
- ସଂ. ବି. (ଅପ+ନୀ ଧାତୁ+ଭାବ. ଅନ) — ଅପହରଣ — Taking away