ଅପନୋଦନ Apanodana

  • ସଂ. ବି. (ଅପ+ନୁଦ ଧାତୁ+ଭାବ. ଅନ) — ଖଣ୍ଡନ; ଦୂରୀକରଣ — Removal
  • ସଂ. ବି. (ଅପ+ନୁଦ ଧାତୁ+ଭାବ. ଅନ) — ନିରାକରଣ; ନିବାରଣ — Obliteration
  • ସଂ. ବି. (ଅପ+ନୁଦ ଧାତୁ+ଭାବ. ଅନ) — ହରଣ — Alleviation
  • ସଂ. ବି. (ଅପ+ନୁଦ ଧାତୁ+ଭାବ. ଅନ) — ଉପଶମନ — Assuaging