ଅପଧ୍ୱସ୍ତ

  • ସଂ. ବିଣ. (ଅପ+ଧ୍ୱଂସ୍ ଧାତୁ+କର୍ମ. ତ) — ଧିକ୍କୃତ; ନିନ୍ଦିତ — Disgraced; crushed
  • ସଂ. ବିଣ. (ଅପ+ଧ୍ୱଂସ୍ ଧାତୁ+କର୍ମ. ତ) — ତ୍ୟକ୍ତ — Abandoned
  • ସଂ. ବିଣ. (ଅପ+ଧ୍ୱଂସ୍ ଧାତୁ+କର୍ମ. ତ) — ଚୂର୍ଣ୍ଣିତ — Completely destroyed; crushed
  • ସଂ. ବିଣ. (ଅପ+ଧ୍ୱଂସ୍ ଧାତୁ+କର୍ମ. ତ) — ପତିତ — Fallen