ଅପଚାୟିତ Apachāyita

  • ସଂ. ବିଣ. (ଅପ+ଚାୟ ଧାତୁ=ପୂଜା କରିବା+କର୍ମ. ତ) — ପୂଜିତ — worshipped
  • ସଂ. ବିଣ. (ଅପ+ଚାୟ ଧାତୁ=ପୂଜା କରିବା+କର୍ମ. ତ) — ଶାଣିତ — Whetted
  • ସଂ. ବିଣ. (ଅପ+ଚାୟ ଧାତୁ=ପୂଜା କରିବା+କର୍ମ. ତ) — (ଅପ+ଚି ଧାତୁ. ଣିଚ୍+ତ)—ଅପବ୍ୟୟିତ — Wasted; dissipated