ଅପଚାର Apachāra

  • ସଂ. ବି. (ଅପ+ଚର ଧାତୁ+ଭାବ. ଅ) — ସ୍ୱଧର୍ମଲଘଂନ — Violation of one's religious bents
  • ସଂ. ବି. (ଅପ+ଚର ଧାତୁ+ଭାବ. ଅ) — ଅହିତାଚାର; ଅତ୍ୟାଚାର — Oppression
  • ସଂ. ବି. (ଅପ+ଚର ଧାତୁ+ଭାବ. ଅ) — ଅପଥ୍ୟ ଗ୍ରହଣ — Taking prohibited things
  • ସଂ. ବି. (ଅପ+ଚର ଧାତୁ+ଭାବ. ଅ) — ଅଜୀର୍ଣ୍ଣ ରୋଗ; ଭକ୍ଷିତ ବସ୍ତୁ ଜୀର୍ଣ୍ଣ ନ ହେଲେ ପାତଳା ଝାଡ଼ା ହୋଇ ଉଦରରେ ଜନ୍ମିବା ରୋଗ — Dyspepsia; indigestion; looseness of bowels
  • ସଂ. ବି. (ଅପ+ଚର ଧାତୁ+ଭାବ. ଅ) — ଅବିନୟ — Want of humility