ଅପଘନ Apaghana

  • ସଂ. ବି. (ଅପ=ନଷ୍ଟ ହେବା+ହନ ଧାତୁ+କର୍ମ. ଅ) — ଦେହ; ଶରୀର — Body
  • ସଂ. ବି. (ଅପ=ନଷ୍ଟ ହେବା+ହନ ଧାତୁ+କର୍ମ. ଅ) — (ଅପ=ଦୂରୀଭୂତ+ଘନ=ମେଘ)—ଶରତ୍କାଳ — Autumn
  • ସଂ. ବି. (ଅପ=ନଷ୍ଟ ହେବା+ହନ ଧାତୁ+କର୍ମ. ଅ) — ସୀମା — Limit
  • ସଂ. ବିଣ. (ବହୁବ୍ରୀହି; ଅପ=ଅପଗତ ହୋଇଥିବା+ଘନ =ମେଘ) — ମେଘହୀନ; ନିର୍ମେଘ — Cloudless