ଅପଗୁରୁ Apaguru

  • ସଂ. ବି. (ଅପ=ନିନ୍ଦିତ+ଗୁରୁ) — କୁ ଗୁରୁ — Bad preceptor
  • ସଂ. ବି. (ଅପ=ନିନ୍ଦିତ+ଗୁରୁ) — ଅପଗୁରୁ ଅବା ଅପଶିଷ୍ୟ ନ ଜାଣଇ। ପ୍ରାଚୀ—ଗୁରୁଭକ୍ତି ଗୀତା।