ଅପଖା (ଚୁଲି) Apakhā (chuli)

  • ଦେ. ବିଣ. (ଯେଉଁ ଚୁଲିରେ ପଖା ବା ମୁହଁ ନାହିଁ) — ଅମୁହାଁ (ଚୁଲି) — (oven) Without a side-mouth
  • ଦେ. ବିଣ. (ଯେଉଁ ଚୁଲିରେ ପଖା ବା ମୁହଁ ନାହିଁ) — ଏକମୁହାଁ (ଚୁଲି) — One-roomed (oven)