ଅପକ୍ଷା Apakshā

  • ଦେ. ପଦ୍ୟ. ବିଣ. (ସଂ. ଅପକ୍ଷପାତ) — ଅପକ୍ଷପାତ (ଦେଖ) — Apakshapāta (See)
  • ଦେ. ପଦ୍ୟ. ବିଣ. (ସଂ. ଅପକ୍ଷପାତ) — ଧର୍ମ ଅର୍ଥ ଦୁହିଁଙ୍କର ଏ କଥା କକ୍ଷା / ମହୋଦଧି ମେଘ ପରାୟେ ସେ ଅପକ୍ଷା। କୃଷ୍ଣସିଂହ, ମହାଭାରତ—ବନ।