ଅପକ୍ଷପାତୀ Apakshapātī

  • ସଂ. ବିଣ. ପୁଂ (ନ=ପକ୍ଷପାତିନ୍— 1 ମା. 1 ବ) — ଯେ ଏକ ପକ୍ଷର ସହାୟତା କରେ ନାହିଁ; ଯଥାର୍ଥବାଦୀ — Impartial