ଅପକ୍ରମ Apakrama

  • ସଂ. ବି (ଅପ=ଦୂରକୁ+କ୍ରମ ଧାତୁ=ଯିବା+ଭାବ. ଅ) — ପ୍ରସ୍ଥାନ — Retreat
  • ସଂ. ବି (ଅପ=ଦୂରକୁ+କ୍ରମ ଧାତୁ=ଯିବା+ଭାବ. ଅ) — ପଳାୟନ — Flight