ଅପକୃଷ୍ଟ Apakṛushṭa

  • ସଂ. ବିଣ. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+କର୍ମ. ତ) — ଅଧମ — Bad
  • ସଂ. ବିଣ. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+କର୍ମ. ତ) — ନିକୃଷ୍ଟ — Inferior
  • ସଂ. ବିଣ. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+କର୍ମ. ତ) — ନୀଚ — Coarse; gross; low