ଅପକୃତ Apakṛuta

  • ସଂ. ବିଣ. (ଅପ=ନିକୃଷ୍ଟ+କୃ ଧାତୁ=କରିବା+କର୍ମ. ତ) — ଯାହାର ଅନିଷ୍ଟ କରାଯାଇଅଛି — Harmed; injured; wronged
  • ସଂ. ବି. (ଅପ+କୃ ଧାତୁ+ଭାବ. ତ) — ଅପକାର — Injury; mischief