ଅପକର୍ଷଣ Apakarshaṇa
- ସଂ. ବି. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+ଭାବ. ଅନ) — ମନ୍ଦ ଆଡ଼କୁ ଭୁଲାଇବା — Enticing away from what is right
- ସଂ. ବି. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+ଭାବ. ଅନ) — ନିମ୍ନକୁ ଟାଣିବା — The act of dragging downwards
- ସଂ. ବି. (ଅପ=ନିମ୍ନକୁ+କୃଷ ଧାତୁ =ଟାଣିବା+ଭାବ. ଅନ) — ଅବନତି ଘଟାଇବା — Degradation; seduction