ଅନ୍ୱର୍ଥ Anwartha

  • ସଂ. ବିଣ. (ମଧ୍ୟପଦଲୋପୀ; ଅନୁ=ଅନୁଗତ+ଅର୍ଥ) — ଯଥାର୍ଥ; ପ୍ରକୃତାର୍ଥ — True; real
  • ସଂ. ବିଣ. (ମଧ୍ୟପଦଲୋପୀ; ଅନୁ=ଅନୁଗତ+ଅର୍ଥ) — ସଙ୍ଗତ — Accurate
  • ସଂ. ବିଣ. (ମଧ୍ୟପଦଲୋପୀ; ଅନୁ=ଅନୁଗତ+ଅର୍ଥ) — କୃତାର୍ଥ — Just to the point