ଅନ୍ୱକ୍ Anwak

  • ସଂ. ବିଣ. ପୁଂ. (ଅନୁ+ଅନଚ୍ ଧାତୁ=ଗମନ କରିବା+ କର୍ତ୍ତୃ. କ୍ୱିପ୍. 1 ମା. 1 ବ.) — ଅନୁଗାମୀ — Following
  • ସଂ. କ୍ରି. ବିଣ. — ପାଶ୍ଚାତ୍ — After
  • ସଂ. କ୍ରି. ବିଣ. — ଅନୁପାଦ — Following the foot-steps
  • ସଂ. କ୍ରି. ବିଣ. — ଅନୁସାରେ — According to