ଅନ୍ୟାସକ୍ତ Anyāsakta

  • ସଂ. ବିଣ. ପୁଂ. ( 7 ମୀ ତତ୍; ଅନ୍ୟଠାରେ+ଆସକ୍ତ=ଲିପ୍ତ) — ଅନ୍ୟ ବ୍ୟକ୍ତିଠାରେ ମୋହିତ ବା ଲିପ୍ତ — Enamoured of some other person; attached to some other body