ଅନ୍ୟୁଅନ୍ୟେ Anyuanye

  • ଦେ. ପଦ୍ୟ. ଅ. (ସଂ. ଅନ୍ୟୋଽନ୍ୟ) — ଅନ୍ୟୋଽନ୍ୟରେ; ପରସ୍ପର — Mutually
  • ଦେ. ପଦ୍ୟ. ଅ. (ସଂ. ଅନ୍ୟୋଽନ୍ୟ) — କୁରୁମଣ୍ଡଳ ବଧୂ ଜନେ। ଏମନ୍ତେ ବାଣୀ ଅନ୍ୟୁଅନ୍ୟେ॥ ସ୍ମିତ ଇଙ୍ଗିତରେ ତାହା ଲକ୍ଷି। ରଥେ ଚଳିଲେ ପଦ୍ମଆଖି॥ ଜଗନ୍ନାଥ, ଭାଗବତ।