ଅନ୍ୟାଚାରୀ Anyāchārī

  • ସଂ. ବିଣ. ପୁଂ. (ଅନ୍ୟ+ଆ+ଚର ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ.) — ଅନ୍ୟ ପ୍ରକାରେ ଆଚରଣକାରୀ — Acting other-wise
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅନାଚାରୀ (ଦେଖ) — Anachari (See)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅନ୍ୟାୟ ଆଚରଣକାରୀ; କଦାଚାରୀ — Acting unjustly