ଅନ୍ୟମନା Anyamanā

  • ଦେ. ବିଣ. (ସଂ. ଅନ୍ୟମନାଃ) — ଅନ୍ୟମନସ୍କ; ଯାହାର ମନ ଅନ୍ୟ ସ୍ଥାନରେ ନିବିଷ୍ଟ — Inattentive; intent on some thing else