ଅନ୍ୟପୁଷ୍ଟ Anyapushṭa

  • ସଂ. ବିଣ. ପୁଂ( 3 ୟା ତତ୍; ଅନ୍ୟ+ପୁଷ୍ଟ) — ପରପାଳିତ — Brought up by strangers
  • ସଂ. ବିଣ. ପୁଂ( 3 ୟା ତତ୍; ଅନ୍ୟ+ପୁଷ୍ଟ) — କୋକିଳ — The cuckoo (whose egg is hatched and the young ones reared by the crow.)
  • ସଂ. ବିଣ. ପୁଂ( 3 ୟା ତତ୍; ଅନ୍ୟ+ପୁଷ୍ଟ) — [ଦ୍ର— ଅନ୍ୟ ଅର୍ଥାତ୍ କାକଦ୍ୱାରା ପରିଚାଳିତ— କୋକିଳ ଡିମ୍ବ ଜନ୍ମ କରି ତାକୁ ଫୁଟାଇ ପାରେ ନାହିଁ ଓ ତାକୁ ଉଷୁମାଇ ଫୁଟାଇବା ନିମନ୍ତେ କୁଆ ବସାରେ କୁଆ ଡିମ୍ବ ସଙ୍ଗେ କୁଆର ଅଜ୍ଞାତରେ ରଖି ଦେଇ ଆସେ— କୁଆ ଆପଣା ଡିମ୍ବ ସଙ୍ଗେ ସେ ଡିମ୍ବକୁ ଉଷୁମାଇ, ଫୁଟାଇ, ଛୁଆକୁ ପାଳେ। ପରେ ଛୁଆ ଉଡ଼ିବାକୁ ସମର୍ଥ ହେଲେ କୋକିଳ ପାଖକୁ ଚାଲି ଆସେ।]