ଅନ୍ୟଥାବାଦୀ Anyathābādī

  • ସଂ. ବିଣ. (ପୁଂ) (ଅନ୍ଯଥା+ବଦ ଧାତୁ+କତ୍ତୃ. ଇନ୍ 1 ମା. 1 ବ.) — ଯେ ଅନ୍ୟ ପ୍ରକାର କହେ — Speaking otherwise
  • ସଂ. ବିଣ. (ପୁଂ) (ଅନ୍ଯଥା+ବଦ ଧାତୁ+କତ୍ତୃ. ଇନ୍ 1 ମା. 1 ବ.) — ବିରୁଦ୍ଧବାଦୀ — One who maintains different or opposite opinion