ଅନ୍ୟଥାଚାରୀ Anyathāchārī
- ସଂ. ବିଣ. ପୁଂ. (ଅନ୍ଯଥା+ଆ+ଚର ଧାତୁ+ଇନ୍ କତ୍ତୃ. 1 ମା. 1 ବ) — ଯେ ନିର୍ଦ୍ଦିଷ୍ଟ ଆଦେଶ ବା ଇଚ୍ଛାର ବିରୁଦ୍ଧରେ କାର୍ଯ୍ୟ କରେ — Acting contrary to a wish or order
- ସଂ. ବିଣ. ପୁଂ. (ଅନ୍ଯଥା+ଆ+ଚର ଧାତୁ+ଇନ୍ କତ୍ତୃ. 1 ମା. 1 ବ) — ନିୟମ ବା ଆଦେଶ ଆଦିର ଲଙ୍ଘନକାରୀ — Disobedient; violating the rules