ଅନ୍ୟଥାଚରଣ Anyathācharaṇa

  • ସଂ. ବି. (ଅନ୍ଯଥା=ଅନ୍ୟପ୍ରକାର; ବିରୁଦ୍ଧ+ଆଚରଣ) — ବିପରୀତାଚରଣ — Contrary action or behaviour
  • ସଂ. ବି. (ଅନ୍ଯଥା=ଅନ୍ୟପ୍ରକାର; ବିରୁଦ୍ଧ+ଆଚରଣ) — ବିରୁଦ୍ଧକାର୍ଯ୍ୟ; ଅବଜ୍ଞାକରଣ — Disobedient conduct; disobedience
  • ସଂ. ବି. (ଅନ୍ଯଥା=ଅନ୍ୟପ୍ରକାର; ବିରୁଦ୍ଧ+ଆଚରଣ) — ଆଜ୍ଞାଦିର ଅପାଳନ; ଲଙ୍ଘନ — Violation