ଅନ୍ୟତ୍ର Anyatra
- ସଂ. ଅ. (ଅନ୍ୟ+ସ୍ଥାନାଧିକରଣାର୍ଥେ. କ୍ର) — ଅନ୍ୟ ଠାରେ; ଭିନ୍ନ ସ୍ଥାନରେ — Elsewhere; in or two another place; somewhere else
- ସଂ. ଅ. (ଅନ୍ୟ+ସ୍ଥାନାଧିକରଣାର୍ଥେ. କ୍ର) — ଅପର ବିଷୟରେ — In any other matter
- ସଂ. ଅ. (ଅନ୍ୟ+ସ୍ଥାନାଧିକରଣାର୍ଥେ. କ୍ର) — ପ୍ରକାରାନ୍ତରେ — On the other hand