ଅନ୍ୟଗାମୀ Anyagāmī

  • ସଂ. ବିଣ. ପୁଂ. (ଅନ୍ୟ+ଗମ୍ ଧାତୁ=ଯିବା+କତ୍ତୃ. ଇନ୍; 1 ମା. 1 ବ.) — ଯେ ଅପର ନିକଟକୁ ଯାଏ — Going to another
  • ସଂ. ବିଣ. ପୁଂ. (ଅନ୍ୟ+ଗମ୍ ଧାତୁ=ଯିବା+କତ୍ତୃ. ଇନ୍; 1 ମା. 1 ବ.) — ବିଟପ୍ରକୃତିକ; ପରସ୍ତ୍ରୀରତ — Adulterous (male)