ଅନ୍ନବ୍ରହ୍ମ Annabrahma

  • ସଂ. ବି. (ଅନ୍ନ+ବ୍ରହ୍ମ) — ବ୍ରହ୍ମ ବା ଜୀବନ ରୂପେ କଳ୍ପିତ ଅନ୍ନ ବା ଖାଦ୍ୟ ବସ୍ତୁ (କାରଣ ପ୍ରାଣୀ ଖାଦ୍ୟ ବିନା ବଞ୍ଚି ପାରେ ନାହିଁ।) — Brahma or the Universal Devine Spirit or life identified with the food we take